ଆଜିଠୁ ଖଣ୍ଡଗିରି ମାଘମେଳା

0 128

ଭୁବନେଶ୍ୱର,୨୮ା୧(ଏସଏସନିଉଜ)ଆଜିଠୁ ଖଣ୍ଡଗିରି ମାଘ ମେଳାଆରମ୍ଭ ହେବାକୁ ଯାଉଥିବାବେଳେ ବାବାଙ୍କ ମେଳି ଜମିବାକୁଆରମ୍ଭ ହେଲାଣି । ସକାଳୁ ମାବାରଭୂଜାଙ୍କ ପୂଜାର୍ଚ୍ଚନପରେ ଦେଶର ବିଭିନ୍ନପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ଆରମ୍ଭକରିବେ। କରୋନା କଟକଣାନଥିବାରୁ ଏଥର ଅଧିକଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଇଛି । ଫେବୃୟାରୀ ୧୦ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟିପାଇଁ ଅନୁମତିମିଳିଛି। ତେବେକୌଣସି ଯାତ୍ରାପାର୍ଟି ଅଶ୍ଳିଳନୃତ୍ୟ ପରିବେଷଣ ନକରିବାପାଇଁ କଟକଣା ଲାଗାଇଛି ବିଏମସିାମେଳାରେ ବ୍ୟବସାୟୀଙ୍କ ଭଳିକିଭଳି ପସରା ସବୁମେଲିଛି। ଦୋକାନ , ବଜାରଠାରୁ ଆରମ୍ଭ କରି ମୀନାବଜାର ପର‌୍ୟ୍ୟନ୍ତ ସବୁ ଦୋକାନ ମେଳାରେ ଦେଖିବାକୁ ମିଳିଛି।

Leave A Reply

Your email address will not be published.