ଜଳିଗଲା ଫାଇଟର୍ ବିମାନ

0 200

ଭୁବନେଶ୍ୱର,୨୮ା୧(ଏସଏସନିଉଜ)ଭାରତୀୟବାୟୁସେନାର ୨ଟିଫାଇଟର୍ ବିମାନ ମଧ୍ୟପ୍ରଦେଶ ମୋରେନାରେ ଆଜି କ୍ରାସ୍ ହୋଇଛି। ବାୟୁସେନାର Su-30 ଓ Mirage 2000 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଓ ମୃତାହତଙ୍କ ସମ୍ପର୍କରେ କିଛି ଜଣାପଡ଼ିନି। ଉଭୟ ଫାଇଟର୍ ବିମାନ ଗ୍ୱାଲିୟର ଏୟାର ଫୋର୍ସ ବେସ୍‌ରୁ ଉଡ଼ାଣ ଭରିଥିଲା।

 

Leave A Reply

Your email address will not be published.