ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

0 286

ବିନିକା,୨୮ା୧(ଏସଏସନିଉଜ) ପୂର୍ବତନସାଂସଦ ବାଲଗୋପାଳମିଶ୍ରଙ୍କ ପୁଅ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି। ଡଙ୍ଗୁରିପାଲିସ୍ଥିତ ଲେବଲ୍ କ୍ରସିଂ ପାରି ହେଲାବେଳେ ଧକ୍କା ଦେଇଥିଲା ଟ୍ରେନ୍। ମର୍ଣ୍ଣିଂୱାକ୍‌ରେ ଯାଉଥିଲାବେଳେ ଲେବଲ୍ କ୍ରସିଂ ପାରିବେଳେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତଲାଗିବାରୁ ତାଙ୍କୁ ଗୁରୁତରଅବସ୍ଥାରେ ଡୁଙ୍ଗୁରିପାଲିଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଯାଇଥିଲାା ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

 

Leave A Reply

Your email address will not be published.