ଅକଳରେ ଗଣଶିକ୍ଷାବିଭାଗ !

0 105

ଭୁବନେଶ୍ୱର ,୨୫ା୨(ଏସଏସନିଉଜ)ଆଉ ୩ଦିନପରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ଏବେ ଆନ୍ଦୋଳନରେ ପରୀକ୍ଷକମାନେ ଅଛନ୍ତି । ମୁଣ୍ଡଉପରେ ପରୀକ୍ଷା ଥିବାବେଳେ ପରୀକ୍ଷକମାନେ ଆନ୍ଦୋଳନ କରିବାସହ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ ଦେଇଛନ୍ତି ।ଏବେ କେମିତି ହେବ ପରୀକ୍ଷା ପରିଚାଳନା ତାହାକୁ ନେଇ ପ୍ରଶ୍ନବାଚୀସୃଷ୍ଟି ହୋଇଛି । ଯାହାକୁନେଇ ଅକଳରେ ପଡିଛି ଗଣଶିକ୍ଷାବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭହେବ ଯୁକ୍ତଦୁଇ ପରୀକ୍ଷା । ହେଲେ ଯେଉଁମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ଆନ୍ଦୋଳନରେ ଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.