ଡାକ୍ତରଖାନା ସଫାକଲେ ଲୋକପ୍ରତିନିଧି

0 441

ବାରଙ୍ଗ,୧୨/୪(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମପଂଚୟତର ସରମ୍ପଚ କୌଶଲ୍ୟା ବଳିଆରସିଂହ ଙ୍କ ନେତୃତ୍ୱରେ ମେଣ୍ଢାଶାଳ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛିା ସ୍ୱାସ୍ତ୍ୟକେନ୍ଦ୍ର କୁ ପରିସ୍କାର ପରିଛନ ରଖିବାପାଇଁ ଏହି ସଚେତନତା ସୃଷ୍ଟି କରାଯାଇଥିଲା ।ମୁଖ୍ୟ ଚିକିତ୍ସା ଅଧିକାରୀ ମୋହନ ହେମ୍ରମ ,ବିପିଓ ମନଦର୍ଶନୀ ମିଶ୍ର,ଗିରିଜାପ୍ରସାଦସାହୁ, ବିଶ୍ୱଜିତଦାଶ ,ବସୁଦେବସାହୁ,ବିଜୟବେହେରା,ନଳିନୀ ନାୟକଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ମାନେ ଯୋଗଦେଇ ସଫେଇ କରିଥିଲେ। ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସରମ୍ପଚ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ।ଡାକ୍ତରଖାନା ତରଫରୁ ସମସ୍ତଙ୍କୁ ମାସ୍କ, ସାନିଟାଇଜର ,ଟୋପି ଆଦି ବଣ୍ଟା ଯାଇଥିଲା ।

Leave A Reply

Your email address will not be published.