ଅଳିଆ ଗଦାରୁ ମିଳିଲା କଟା ହାତ, ଗୋଡ଼

0 234

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ)ରାଜଧାନୀର ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରୁ କଟା ହାତ ଓ ଗୋଡ଼ ମିଳିଛି । ସ୍ଥାନୀୟ ଲୋକ ଏହାକୁ ଦେଖି ଖାରବେଳ ନଗର ଥାନା ପୋଲିସକୁ ଖବରଦେବାପରେ ପୋଲିସ ପହଁଚି ତଦନ୍ତ କରିବା ସହ ଫରେନ୍ସନିକ ଯାଞ୍ଚ ପାଇଁ ଏମ୍ସ ପଠାଯିବାନେଇ ପୋଲିସ କହିଛି । ଏହି କଟା ହାତ, ଗୋଡ଼ କାହାରତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରିନାହିଁ ।

Leave A Reply

Your email address will not be published.