ବନ୍ଧୁକ ଖସି ଗୁଳି ଫୁଟିଲା

0 190

ଢେଙ୍କାନାଳ,୧୪/୧୦(ଏସଏସନିୟୁଜ) ଅସାବଧାନତା ଯୋଗୁ ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ବନ୍ଧୁକରୁ ଫୁଟିଛି ଗୁଳି । ଏଲ୍‌ଆଇସିରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ସିଏମ୍‌ଏସ୍ ଗାଡି ଆସିଥିବାବେଳେ ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ କାନ୍ଧରୁ ଖସି ତଳେ ପିଟି ହେବାରୁ ଗୁଳି ଫୁଟିଯାଇଥିଲା ।ତବେ କାହାର କୈାଣସି କ୍ଷତି ହୋଇନଥିବାବେଳେ ଟାଉନ ଥାନା ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.