ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

0 362

ଭୁବନେଶ୍ୱର, ୧୮/୮(ଏସଏସନିୟୁଜ)ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲୀକ । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ପାଖରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡିଛି ।କାରଟି ଭାଙ୍ଗି ଯାଇଥିବାବେଳେ ବିଧାୟକ ଓ ତାଙ୍କ ସହଯୋଗୀ ସହ ଡ୍ରାଇଭର ସୌଭାଗ୍ୟବଶତଃ ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଚମ୍ପଟ୍. ମାରିଥିବାର ଜଣାପଡିଛି ।

Leave A Reply

Your email address will not be published.