ଅଳ୍ପକେ ବର୍ତିଲେ ପରିବାର

0 269

ଡେଲାଙ୍ଗ.୨୧/୧୨(ଏସଏସନିୟୁଜ)ରୋଷୋଇ କରୁଥବା ବେଳେ ହଠାତ ଗ୍ୟାସ ଟାଙ୍କରେ ଲାଗି ଯାଇଥିଲା ନିଆଁ ।ଘରେ ରୋଷୋଇ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା । କିନ୍ତୁ ଧର୍ଯ୍ୟ ଓ ସାହସ ଯୋଗୁ ବଡ ଧରଣର ଦୁର୍ଘଟଣାରୁ ପରିବାର ଲୋକ ବଞ୍ଚି ଯାଇଥିଲେ । ଏହିଭଳି ଏକ ଘଟଣ। ଡେଲାଙ୍ଗ ଥାନା ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ଗଙ୍ଗପୁର ପାଟଣା ଗ୍ରାମର ସରୋଜ କୁମାର ରଣା(୩୪) ଙ୍କ ରୋଷୋଇ ଘରେ ଘଟିଥିଲା । ନିଆଁକୁ ଆୟତ କରିବା ପାଇ ପରିବାର ଲୋକମାନେ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.