୫ରାଜ୍ୟକୁ ରେଡ୍ଆଲର୍ଟ

ଭୁବନେଶ୍ୱର,୧୮।୬(ଏସଏସନିଉଜ)ପ୍ରବଳ ବର୍ଷା ନେଇ ୫ ରାଜ୍ୟକୁ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।ସେଗୁଡିକ ହେଲାଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ମେଘାଳୟ।ଅନ୍ୟପଟେ ଓଡ଼ିଶାରେ ଅତି ପ୍ରବଳ ବର୍ଷା ପାଇଁ ମଧ୍ୟ ୭ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର,ବାଲେଶ୍ୱର, ଭଦ୍ରକ ଓ ଯାଜପୁର l

Comments (0)
Add Comment