Browsing author

SATYA SANDHANA DESK

ଜଳିଗଲା ଟ୍ରକ

ସୁନ୍ଦରଗଡ଼,୨୬ା୧(ଏସଏସନିଉଜ) କୁଣ୍ଡରାଘାଟିରେ ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଛି । ସଟ ସର୍କିଟ ଯୋଗୁଁ ଟ୍ରକ୍ ଜଳିଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏମସିଏଲରୁ କୋଇଲା ବୋଝେଇ କରି ଆସୁଥିବାବେଳେ ଘାଟିରେ ଏହିଭଳି ଅଘଟଣ ଘଟିଥିବାର ଜଣାପଡିଛି ।ଖବରପାଇ ହେମଗିରଥାନା ପୋଲିସ ସହ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିବାର ଜଣାପଡିଛି ।

ସାଙ୍ଗକୁ ମାରିଲା ସାଙ୍ଗ

ଖୋର୍ଦ୍ଧା,୨୬ା୧(ଏସଏସନିଉଜ) ଆଜି ସକାଳେ ଖମାରସାହିଠାରୁ ମାତ୍ର ଅଢେ଼ଇ କିଲୋମିଟର ଦୂର ଖଣାତ–ଦୀକ୍ଷିତପଡ଼ାଛକ ନିକଟ ଏକ ଅର୍ଦ୍ଧନିର୍ମିତ ଘର ପଛପଟ କୂଅରୁ ଆଶୁତୋଷ ମହାପାତ୍ର ନାମକ ଛାତ୍ରଙ୍କ ମୃତଦେହ ମିଳିଛି। ବାଣପୁରଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାର ଆଶୁତୋଷ ୨୩‌ ତାରିଖରେ କଲେଜକୁ ଯାଇ ଆଉ ଫେରିନଥିଲୋ୫ଲକ୍ଷଟଙ୍କାଦେଲେ ପୁଅକୁ ଜିବିତ ଅବସ୍ଥାରେ ପାଇବାନେଇ ଆଶୁତୋଷଙ୍କ ବାପାଙ୍କ ପାଖକୁ ଅପରାହ୍ନ୪ଟାପାଖାପାଖି ମୋବାଇଲ୍‌ରେ ମେସେଜ୍ ଆସିଥିଲା।ଏହି ଖବର ପୋଲିସକୁ ଜଣାଇଲେ ପୁଅର ଜୀବନକୁ ହରାଇବେବୋଲି ମଧ୍ୟ ପରବର୍ତିସମୟରେ ମେସେଜ ଆସିଥିଲା । ଆଶୁ‌‌ତୋଷଙ୍କ ପରିବାରପକ୍ଷରୁ […]

ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା

ଆସିକା,୨୬ା୧(ଏସଏସନିଉଜ) ଆଜି ଖଡ଼ଭାଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାର ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।ଧକ୍କା ହୋଇସାରିବାପରେ ମୃତଦେହ ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ।ଖବରପାଇ ଆସିକା ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ପିକଅପ୍ ଭ୍ୟାନ କାଟି ମୃତକମାନଙ୍କୁ ଉଦ୍ଧାର କରିଥିଲେ। ବସଟି ଯାତ୍ରୀନେଇ […]

୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୬ା୧(ଏସଏସନିଉଜ) କାନନବିହାର-୨ସ୍ଥିତ ଶ୍ରୀଜୟଦେବଶିକ୍ଷାକେନ୍ଦ୍ରରେ ୭୫ ତମ ସାଧାରଣତନ୍ତ୍ରଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଛି । ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର ଏବଂ ସଂପାଦକ ତଥା ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ସମ୍ମାନୀତ ଅତିଥିଭାବେ ସମାଜସେବୀ ଜୟପ୍ରକାଶ ମିଶ୍ର ଓ ମୁଖ୍ୟଅତିଥିଭାବେ ରୋଟାରିଆନ ଅବନିକାନ୍ତ ପାଟ୍ଟଯୋଶୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତ ଗାନ ପରେ ଅତିଥିଗଣ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସଭାନେତ୍ରୀ ମିଶ୍ର ତାଙ୍କର ଅଭିଭାଷଣରେ ଗଣତନ୍ତ୍ର ଦିବସର ମହତ୍ଵ ପ୍ରତିପାଦନ […]

ଆଜିର ରାଶିଫଳ

ଜାନୁଆରୀମାସ ୨୬ତାରିଖ ୨୦୨୪ମସିହା (ଶୁକ୍ର ବାର)ମାଘମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦ ରାତ୍ରି ଘ ୦୧/୨୭ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟାସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୪୯, ଯୋଗିନୀ ପୂର୍ବେ ରାତ୍ରି ଘ ୦୧/୧୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୯/୧୦ ଗତେ ଘ୧୧/୫୪ ମଧ୍ୟେ,ବିଶୁଦ୍ଧଅମୃତବେଳ।- ଦିବା ଘ୦୮/ ୦୨ ମଧ୍ୟେ ଓ ଘ୦୮/୫୦ ଗତେ ଘ୦୯/୦୯ ମଧ୍ୟେ ଓ ଘ୧୧/୫୫ ଗତେ ଘ୦୧/୪୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୨୦ […]

ଆଜିର ରାଶିଫଳ

ଜାନୁଆରୀମାସ ୨୫ତାରିଖ ୨୦୨୪ ମସିହା (ଗୁରୁ ବାର)ପୌଷମାସ- ଶୁକ୍ଲପକ୍ଷ,ତିଥି- ପୂର୍ଣିମା ରାତ୍ରି ଘ ୧୨/୨୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୦୯,ପୂର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୪୭ ଗତେ ଘ୦୫/୩୨ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ରାତ୍ରି ଘ୧୨/୪୪ ଗତେ ଘ୦୩/୦୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୮/୦୨ ମଧ୍ୟେ ଓ ଘ୧୧/୧୪ ଗତେ ଘ୦୧/୩୯ ମଧ୍ୟେ,ଆମିଷଭକ୍ଷଣ ନିଷେଧ। ମେଷ👉ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ […]

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୪।୪(ଏସଏସ ନିଉଜ)ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତ । ଏହି ପ୍ରକ୍ରିୟାରେ ଅଦଳବଦଳ କରିଛନ୍ତି। ଭୁବନେଶ୍ୱର-କଟକ ପୁଲିସ୍ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ହୋଇଛନ୍ତି ଟ୍ୱିନ୍‌ ସିଟିର ନୂଆ ପୁଲିସ୍ କମିଶନର । ଜାରି ବିଜ୍ଞପ୍ତି ଅନୁସାରେ ୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର ୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ ୩)ସନ୍ତୋଷ ବାଲା- ପୋଲିସ […]

ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌

ମୟୂରଭଞ୍ଜ,୨୪।୧(ଏସଏସନିଉଜ) ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା ଘଟିଛି।ଏଥିରେ ୫ଜଣଙ୍କର ମୃତୁ ଘଟିଛି।ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି ଧଉଳି ଯାତ୍ରାପାର୍ଟି ଟ୍ରକ୍ ।ଟ୍ରକ୍‌ରେ ଥିବା ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରକ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା ସୂଚନା ରହିଛି।ଏହି ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ […]

ଆଜିର ରାଶିଫଳ

ଜାନୁଆରୀମାସ ୨୪ତାରିଖ ୨୦୨୪ ମସିହା (ବୁଧବାର)ପୌଷମାସ- ଶୁକ୍ଲପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୯/୪୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣିମା, ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୨୯,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୪୯ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୯/୧୧ ଗତେ ଘ୧୦/୩୩ ମଧ୍ୟେ, ବାରବେଳା – ଦିବା ଘ୧୧/୫୫ ଗତେ ଘ୦୧/୧୯ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୮/୦୪ ମଧ୍ୟେ ଓ ଘ୦୧/୨୦ ଗତେ ଘ୦୨/୨୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/୫୧ ଗତେ ଘ୦୫/୩୨ […]

ଆଜିର ରାଶିଫଳ

ଜାନୁଆରୀ ମାସ ୨୨ ତାରିଖ ୨୦୨୪ମସିହା (ସୋମବାର),ପୌଷମାସ- ଶୁକ୍ଲପକ୍ଷ,ତିଥି- ଦ୍ଵାଦଶୀ ରାତ୍ରି ଘ ୦୭/୪୭ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ, ସୁର୍ୟୋଦୟ-ପ୍ରାତଃଘ୦୬/୨୮/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୨୯/୧୯,ଯୋଗିନୀ ନୈରୁତେ ରାତ୍ରି ଘ୦୭/୪୭ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ, ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟା ରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୯ ଗତେ ଘ୦୯/୧୧ ମଧ୍ୟେ,ବାରବେଳା – ଦିବା ଘ୦୨/୪୫ ଗତେ ଘ୦୪/୦୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/ ୪୮ ମଧ୍ୟେ ଓ ଘ୧୧/୧୫ ଗତେ ଘ୦୧/୪୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]