Browsing author

SATYA SANDHANA DESK

ରାଜ୍ୟସ୍ତରୀୟ ଶିଶୁମହୋତ୍ସବ ‘କିରଣ’- ୨୦୨୫ ଉଦଯାପିତ

ଚନ୍ଦ୍ରଶେଖରପୁର,୨୫।୧୨(ଏସଏସନିଉଜ)କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଶିଶୁ ମହୋତ୍ସବ କିରଣ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଦୁଇଦିନିଆ ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ରର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ଆନୁଷ୍ଠାନିକ ଭାବେଉଦ୍ଘାଟନ କରିଥିଲେ। ଦ୍ବିତୀୟଦିବସ ଉଦଯାପିତ ଉସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମା ମୁଖ୍ଯଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷାପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ମାନଙ୍କରୁ […]

ଆଜିର ରାଶିଫଳ

ଡିସେମ୍ବରମାସ ୨୬ତାରିଖ ୨୦୨୫ମସିହା (ଶୁକ୍ରବାର) ପୌଷ ମାସ- ଶୁକ୍ଳପକ୍ଷ,ତିଥି-ଷଷ୍ଠୀ ଦିବା ଘ୦୧/୨୩ ଗତେ ସପ୍ତମୀ,ନକ୍ଷତ୍ର-ଶତଭିଶା ଦିବା ଘ୦୯/୨୫ ଗତେ ପୂର୍ବଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୫,ଯୋଗିନୀ ପଶ୍ଚିମେ ଦିବା ଘ୦୧/୨୩ଗତେ ନୟବ୍ୟେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୯/୨୫ ଗତେ ଏକପାଦ ଦିବା ଘ୦୧/୨୩ ଗତେ ଦ୍ଵୀ ପାଦ ପୁସ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୯/୦୫ ଗତେ ଘ୧୧/୪୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ […]

ଏସ୍.ଓ.ଜିର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଙ୍ଗ କେନ୍ଦ୍ର

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏସ. ଓ. ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ୧୬ ଟି ଜିଲ୍ଲାର ୧୬ ଟି ଥାନା ଗୃହ, ୭୦ ଟି କ୍ୱାର୍ଟର, ଅଫିସ ଗୃହ, ବାରାକ୍, ଅସ୍ତ୍ରାଗାର, ପ୍ରଶାସନିକ ବିଲ୍ଡିଂ ଆଦି […]

ଆଜିର ରାଶିଫଳ

ଡିସେମ୍ବରମାସ ୨୫ତାରିଖ ୨୦୨୫ମସିହା (ଗୁରୁବାର) ପୌଷମାସ- ଶୁକ୍ଳପକ୍ଷ,ତିଥି-ପଞ୍ଚମୀ ଦିବା ଘ୦୧/୩୦ ଗତେ ଷଷ୍ଠୀ,ନକ୍ଷତ୍ର-ଧାନିଷ୍ଟା ଦିବା ଘ୦୮/୫୨ ଗତେ ଶତଭିଶା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୪୫,ଯୋଗିନୀ ଦକ୍ଷିଣେ ଦିବା ଘ୦୧/୩୦ ଗତେ ପଶ୍ଚିମେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପାର୍ବଣଶ୍ରାଦ୍ଧ,ମୃତେ ପୁସ୍କର ଦୋଷ ନାସ୍ତି,କାଳବେଳା ଓ ବାରବେଳା- ଦିବା ଘ୦୨/୩୦ଗତେ ଘ୦୫/୧୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୮/୦୧ ମଧ୍ୟେ ଓ ରାତ୍ରି ଘ୦୫/୫୯ଗତେ ଘ୦୯/୧୦ମଧ୍ୟେ ଓ ରାତ୍ରି ଘ୧୧/୪୦ ଗତେ ଘ୦୨/୫୦ମଧ୍ୟେ,ବିଶୁଦ୍ଧ […]

ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ଅବଧି ଫେବ୍ରୁଆରୀକୁ ଘୁଞ୍ଚିଲା

ଭୁବନେଶ୍ୱର,୨୪।୧୨(ଏସଏସନିଉଜ)ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର […]

ମରିଗଲା ନା ମାରିଦେଲେ …

ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମାଛେଉଣ୍ଡ ହାତୀ ଛୁଆ ସମ୍ଭୁ ମଙ୍ଗଳବାର ସକାଳେ ମୃତ୍ୟୁ ବରଣ କରିଛି।ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।ତେବେ ଆସିବାର ଦିନକେଇଟା ପରେ ଛୁଆହାତୀର ମୃତ୍ୟୁକୁ ଗ୍ରହଣକରିପାରୁନାହାନ୍ତି ଅଂଚଳବାସୀ ।ସଠିକ ରୋଗ ନିରୁପଣ ନକରିପାରିବା ଯୋଗୁ ହାତୀଛୁଆଟିର ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ଯୋର ଧରିଥିବାବେଳେ ହର୍ପିକ୍ସ୍ କିମ୍ବା ଆଭ୍ୟନ୍ତରିଣ ଅସୁବିଧା ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ବନବିଭାଗ ସନ୍ଦେହ କରିଛି। ପ୍ରକାଶ ଯେ,ଚଳିତ ମାସ ୧୪ ତାରିଖରେ […]

ଆସୁଛି ବଡଦିନ ଓ ନୂଆବର୍ଷ

ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ପ୍ରକୃତିର ଶୋଭା ମଧ୍ୟରେ ଦେଶ ଓ ବିଦେଶାଗତ ପଶୁପକ୍ଷୀମାନଙ୍କୁ ପାଖରୁ ଦେଖିବା ପାଇ ଦୂରଦୁରାନ୍ତରୁ ପର୍ଯ୍ୟଟକ ମାନେ ଧାଇ ଆସୁଛନ୍ତି ନନ୍ଦନକାନନ।ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଆଗକୁ ବଡ଼ଦିନ ଓ ନୁଆ ବର୍ଷ ଆସୁଥିବାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆଗମନ ଅଧିକ ଆସା ରହିଛି। ସେଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଅନେକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପର୍ଯ୍ୟଟକଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ […]

ଆଜିର ରାଶିଫଳ

ଡିସେମ୍ବର ମାସ ୨୪ ତାରିଖ ୨୦୨୫ ମସିହା (ବୁଧବାର)ପୌଷ ମାସ- ଶୁକ୍ଳପକ୍ଷ , ତିଥି-ଚତୁର୍ଥୀ ଦିବା ଘ୦୧/୦୮ ଗତେ ପଞ୍ଚମୀ ,ନକ୍ଷତ୍ର-ଶ୍ରବଣ। ଦିବା ଘ୦୭/୫୩ ଗତେ ଧାନିଷ୍ଟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୩୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୦୫ ,ଯୋଗିନୀ ନୈରୁତେ ଦିବା ଘ୦୧/୦୮ ଗତେ ଦକ୍ଷିଣେ ,ସିଂହ ରାଶି ର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ଚତୁର୍ଥୀ ର ଏକୋଦିଷ୍ଟ ଓ ପଞ୍ଚମୀ ର ପାର୍ବଣ ଶ୍ରାଦ୍ଧ ,ମୃତେ ପୁସ୍କର ଦୋଷ ,କାଳବେଳା -ଦିବା ଘ୦୯/୦୪ଗତେ ଘ୧୦/୨୮ ମଧ୍ୟେ ,ବାରବେଳା- […]

ଆଜିର ରାଶିଫଳ

ଡିସେମ୍ବର ମାସ ୨୩ ତାରିଖ ୨୦୨୫ ମସିହା (ମଙ୍ଗଳବାର)ପୌଷମାସ- ଶୁକ୍ଳପକ୍ଷ, ତିଥି-ତୃତୀୟା ଦିବା ଘ୧୨/୧୯ ଗତେ ଚତୁର୍ଥୀ,ନକ୍ଷତ୍ର-ଉତ୍ତରାଷାଢ଼ା ଦିବା ଘ୦୬/୨୪ ଗତେ ଶ୍ରବଣ।।ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୪୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/ ୧୦/୩୦,ଯୋଗିନୀ ଅଗ୍ନିକୋଣେ ଦିବା ଘ୧୨/୧୯ ଗତେ ନୈରୁତ,ସିଂହ ରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ, ମୃତେ ଦ୍ଵିପାଦ ଓ ଦିବା ଘ୦୬/୨୪ ଗତେ ଏକପାଦ ପୁସ୍କର ଦୋଷ,କାଳବେଳା -ଦିବା ଘ୦୧/୦୬ଗତେ ଘ୦୨/୨୮ ମଧ୍ୟେ,ବାରବେଳା- ଦିବା ଘ୦୭/୪୩ ଗତେ ଘ୦୯/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୧ […]

ଆଜିର ରାଶିଫଳ

ଡିସେମ୍ବରମାସ ୨୨ତାରିଖ ୨୦୨୫ମସିହା (ସୋମବାର)ପୌଷମାସ- ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା ଦିବା ଘ୧୧/୦୩ ଗତେ ତୃତୀୟା,ନକ୍ଷତ୍ର-ଉତ୍ତରାଷାଢ଼ା, ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୫୮,ଯୋଗିନୀ ଉତ୍ତରେ ଦିବା ଘ୧୧/୦୩ ଗତେ ଅଗ୍ନିକୋଣେ,ସିଂହରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର, ତୃତୀୟାର ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ଓ ଦିବା ଘ୧୧/୧ ଗତେ ଏକପାଦ ପୁସ୍କରଦୋଷ,କାଳବେଳା -ଦିବା ଘ୦୭/୨୦ ଗତେ ଘ୦୯/୦୩ମଧ୍ୟେ,ବାରବେଳା- ଦିବା ଘ୦୨/୨୯ ଗତେ ଘ୦୩/୫୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୯ ମଧ୍ୟେ ଓ ଘ ୦୯/୩୩ ଗତେ ଘ୧୧/୫୯ମଧ୍ୟେ ଓ ରାତ୍ରି ଘ ୦୭/୩୫ ଗତେ ଘ୧୦/୪୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]