ଦାରୁଠେଙ୍ଗ ପଞ୍ଚୁ୍ଦୋଳ ମହୋତ୍ସବ
ମେଣ୍ଢାଶାଳ,୯।୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ପ୍ରସିଦ୍ଧ ପ୍ରଭୁ ପରମେଶ୍ୱରଙ୍କ ପଞ୍ଚୁ ଦୋଳମେଳଣ ରବିବାର ରାତିରେ ଆରମ୍ଭ ହୋଇଛି।ଠାକୁରଙ୍କ ସାହିବୁଲା ଶୋଭାଯାତ୍ରା ରବିବାରରାତିରେ ଆରମ୍ଭ ହୋଇ ସୋମବାର ସକାଳେସରିଛି। ପାଞ୍ଚଠାକୁର ସୁସଜିତ ବିମାନରେ ବସିଗ୍ରାମ ପରିକ୍ରମା କରିଥିଲେ।ଠାକୁରଙ୍କଆଗରେ ଗୋଟିପୁଅନୂତ୍ୟ,ଲଉଡ଼ିଖେଳ, ଯୋଡ଼ାଶଙ୍ଖ,କାହାଳି ଆଦି ସାତସାହି ତରଫରୁ ସୁସଜ୍ଜିତ ଶୋଭାଯାତ୍ରା ଆସିଥିଲା।ପ୍ରଧାନସାହିର ବେଲପାହାଡ଼ କାଳିସହ ପୁଷ୍ପାରାଜ ଆଦି ବେଶଧାରିମାନେ ନୂତ୍ୟ ଓ କୌଶଳ ପରିବେଷଣକରିଥିଲେ।ବ୍ରାସବ୍ୟାଣ୍ଡ, ପଂଜାବୀ ଢୋଲ, ହଳଦୀ କାଠବାଜା, ହନୁମାନ ଇଭେଣ୍ଟ ଓ ପାରମ୍ପରିକ ଘୋଡା ଆଦିକୁ ସ୍ଥାନ ଦେଇଥିଲେ।ତଳସାହିର […]