Browsing category

ରାଜନୀତି

ମେଣ୍ଟନେଇ ଅମିତଶାହଙ୍କ ବଡ଼ବୟାନ !

ଭୁବନେଶ୍ୱର,୧୫ା୩(ଏସଏସନିଉଜ)ରାଜ୍ୟରେ ବିଜେପି-ବିଜେଡି ମେଂଟକୁନେଇ ସ୍ପଷ୍ଟଚିତ୍ର ମିଳିପାରିନଥବାବେଳେ ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ ରହିଛି । ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭରେ ସେକହିଛନ୍ତି ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତିା ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି କହିଛନ୍ତି ।

ବିଜେପିରେ ଅଭିନେତା ଅରିନ୍ଦମ ରାୟ

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ତଥା ବିଜେଡିର ସାଧାରଣ ସଂପାଦକ ଅରିନ୍ଦମ ରାୟ ଆଜି ବିଜୁ ଜନତାଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ।ବିଜେପିକାର୍ଯ୍ୟାଳୟରେ ବରିଷ୍ଟନେତାମାନଙ୍କ ଉପସ୍ଥିତିରେ ସେ ବଜେପିରେ ଯୋଗଦେଇଛନ୍ତି ।ସେ ବିଜେଡିର ପ୍ରାଥମିକସଦସ୍ୟପଦରୁ ଇସ୍ତପାଦେବାସହ ଇସ୍ତପାପତ୍ର ଦଳୀୟ ସଭାପତି ନବୀନପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।ସେତାଙ୍କ ଇସ୍ତପାପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି।

ଅନ୍ଧାରରେ ‘ମେଣ୍ଟ ରାଜନିତୀ

ଭୁବନେଶ୍ବର,୧୫ା୩(ଏସଏସନିଉଜ)ଗତକିଛିଦିନହେବ ବିଜେଡି-ବିଜେପି ମେଂଟ ହେବାନେଇ ଚର୍ଚ୍ଚା ଯୋରଧରିଛି ।କିନ୍ତୁ ଅଦ୍ୟାବଧି ଉଭୟଦଳର ନେତା କେହି ସ୍ପଷ୍ଟ କଥାକହୁନାହାନ୍ତି ।ଯାହାକୁନେଇ ଦ୍ୱନ୍ଦରେ ରହିଯାଇଛନ୍ତି କର୍ମି । ବିଜେପିରାଜ୍ୟ ସଭାପତି ମନମୋହନସାମଲ ଦିଲ୍ଲୀରୁ ଫେରି ଏକା ଲଢିବାନେଇ କଥା ଦୋହରାଇବା ସହ ସାମାଜିକ ଗଣମାଧ୍ୟମରେ ଏହିକଥା ଲେଖିଥିଲେ ।ଏହାପରେ ବିଜେପିକର୍ମୀମାନଙ୍କ ମଧ୍ୟରେ ବେଶ ଉସ୍‌ାହ ଦେଖିବାକୁମିଳିଥିଲା ।ମାତ୍ର କେଇଘଂଟାପରେ ଟ୍ବିଟ୍‌(ଏକ୍ସ)ରୁ ଦିଆଯାଇଥିବା ବିବୃତିକୁ କଟାଯାଇଥିଲା ।ଏହାପରଠାରୁ ବିଜେପିନେତା ମେଂଟ ନେଇ କୈାଣସି ମନ୍ତବ୍ୟ ଦେବାର ଜଣାପଡିନାହିଁ ।ଅନ୍ୟପଟେ ନବୀନ ନିବାସରେ […]

ବିଜେଡି ନେତା ପ୍ରସନ୍ନଆଚାର୍ଯ୍ୟ ଗୁରୁତର

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି ।ପ୍ରସନ୍ନଙ୍କ ସହ ତାଙ୍କ ପିଏସଓ ମଧ୍ୟ ଗୁରୁତର ଆହତ ହୋଇଥିବାବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ଏହି ଦୁର୍ଘଟଣା ଘଟିଛି ।ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି ।ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସମ୍ବଲପୁରକୁ ସ୍ଥାନାନ୍ତର କରାଯାଇଛି ।ଏବେ ପ୍ରସନ୍ନଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।ନବୀନ ନିବାସରେ ଦଳୀୟ ବୈଠକରୁ […]

କମିଲା ୨ ଟଙ୍କା

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ଆଉ ଦିନକେଇଟା ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଏହାଭିତରେ ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଦୁଇବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି। ଶୁକ୍ରବାର ଭୋର ୬ଟାରୁ ସଂଶୋଧିତ ଦର ଲାଗୁ ହେବାନେଇ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।ଦୀର୍ଘଦିନ […]

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

କଟକ,୧୪।୩(ଏସଏସନିଉଜ) ମେୟରଙ୍କ ଗାଡ଼ି ଧକ୍କାରେ ବାଇକ ଆରୋହୀ ଆହତ ହୋଇଛନ୍ତି।ଖାନନଗର ପଟୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ମେୟରଙ୍କ ଗାଡ଼ି।ଆହତ ଯୁବକଙ୍କୁ ଅଟୋ ସହାୟତାରେ ହସ୍ପିଟାଲ ପଠାଇଲେ ମେୟର।

ମେଣ୍ଟନେଇ ଆଜି ଆସିପାରେ ବଡ଼ନିଷ୍ପତ୍ତି !

ଭୁବନେଶ୍ୱର,୧୪।୩(ଏସଏସନିଉଜ)ଆଜି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଦଳର ବରିଷ୍ଠନେତାଙ୍କୁ ନବୀନ ନିବାସକୁ ଡାକରା ହୋଇଛି।ପୂର୍ବ ବୈଠକରେ ଥିବା ନେତାଙ୍କୁ ପୁଣି ଡାକରା ହୋଇଛି।ଏଥିରେସବୁ ଜିଲ୍ଲାପର୍ଯ୍ୟବେକ୍ଷକ ବି ଯୋଗଦେବେ।ଅପରାହ୍‌ଣରେ ଥିବା ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି।ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ଆଲୋଚନା ।ଅନ୍ୟପଟେ ବିଚାର ଆଲୋଚନା କରୁଛୁ ବୋଲି କହିଛନ୍ତି ମନମୋହନ।ଦିଲ୍ଲୀରୁ ଫେରିବାପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଆମର ପ୍ରକ୍ରିୟା ଯାହା ହେବା କଥା ସବୁ ଠିକ୍ ଚାଲିଛି କହିଲେ […]

ବରୁଣେଇପୀଠରେ 5Tଅଧ୍ୟକ୍ଷ

ଖୋର୍ଦ୍ଧା,୧୪।୩(ଏସଏସନିଉଜ)ମା’ବରୁଣେଇଙ୍କ ଦର୍ଶନ ସହ ପୀଠ ପରିଦର୍ଶନ କଲେ 5Tଅଧ୍ୟକ୍ଷ ଭିକେ ପାଣ୍ଡିଆନ।ରୂପାନ୍ତିକରଣ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ।ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ।ଉପସ୍ଥିତ ଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ।

ପ୍ରଶାନ୍ତଙ୍କ ପାଇଁ ପ୍ରତାପଙ୍କ ପ୍ରଚାର

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପାଖେଇ ଆସିଲାଣି ନିର୍ବାଚନ।ତେବେ ବିଜେଡି- ବିଜେପି ମେଣ୍ଟ ହେବ କି ଏକାଏକା ଲଢ଼ିବେ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି ।ଏହାରିଭିତରେ ପ୍ରତାପ ଜେନାଙ୍କ ଭାଷଣ ସରଗରମ ଆଲୋଚନା ହେଉଛି।ମେଣ୍ଟ ଚର୍ଚ୍ଚା ଭିତରେ ଦଳ ଘୋଷଣା କରିବା ପୂର୍ବରୁ ସାଲେପୁରପାଇଁ ପ୍ରଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରିଦେଲେ ବିଧାୟକ ପ୍ରତାପ ଜେନା। ଗତକାଲି ସାଲେପୁର ମାଳଶାସନରେ ଆୟୋଜିତ ଏକ ସଭାରେ ପ୍ରତାପ କହିଛନ୍ତି ପ୍ରଶାନ୍ତ ବେହେରା ଏଥର ୫୦ ହଜାର ଭୋଟରେ ଜିତିବେ। ସାଲେପୁର ବିଧାୟକ ପ୍ରଶାନ୍ତବେହେରାଙ୍କ ପାଇଁ ପ୍ରଚାର […]

ୟୁସୁଫପଠାନ ଟିଏମ୍‌ସି ପ୍ରାର୍ଥୀ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍‌ସି।ବହରାମପୁରରୁ ସାଂସଦପ୍ରାର୍ଥୀ ହେଲେ ୟୁସୁଫ ପଠାନ।୪୨ଜଣିଆ ସାଂସଦପ୍ରାର୍ଥୀ ଘୋଷଣାକଲେ ମମତା ବାନାର୍ଜୀ।ବାଦ୍ ପଡ଼ିଲେ ବାସିରହାଟ ସାଂସଦ ନୁସରତ ଜାହାନ୍‌।କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର ବୋଲି ଜଣାପଡିଛି।