୧୪ରୁ ଆରମ୍ଭ ଫୁଟବଲର ମହାକୁମ୍ଭ
ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ଠାରେ ଆରମ୍ଭ ହେବାକୁ ଫୁଟବଲ ମହାକୁମ୍ଭ।ପୂର୍ବ ବର୍ଷ ଭଳି ଚଳିତବର୍ଷ ଗଣ୍ଡରପୁର ୟୁନାଇଟେଡ଼ ୟୁଥ୍ ସ୍ପୋର୍ଟସକ୍ଲବ୍ ଆନୁକୁଲ୍ୟରେ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ଠାରେ ୧୪ରୁ ୨୧ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପି ୨୩ତମ ସର୍ଵଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଟିତ ହେବାକୁ ଯାଉଛି।ପୂର୍ବରୁ ୮ ଟି ଦଳକୁ ନେଇ ଆରମ୍ଭ ହୋଇଥିବା ଏହି ଟୁର୍ଣାମେଣ୍ଟ ଏବେ ଫୁଟବଲର ମହାକୁମ୍ଭ ପାଲଟିଛି। ଏବର୍ଷ ୩୬ରୁ ଉର୍ଦ୍ଧ ଟିମ୍ ଭାଗ ନେବାକୁ ଯାଉଛନ୍ତି।ପୂର୍ବରୁ ଗ୍ରାମାଞ୍ଚଳ ଟିମ୍ କୁ […]