ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

0 158

ଭୁବନେଶ୍ୱର,୧୬/୧୦(ଏସ ଏସନିଉଜ)୭୭ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ।ନବୀନଙ୍କୁ ୭୬ ପୂରି ୭୭ ଚାଲିଲା।
ଏଥର ପାଳିବେ ନାହିଁ ଜନ୍ମଦିନ ।ନବୀନ ନିବାସ ନ ଯିବାକୁ ସୁଭେଚ୍ଛୁ ମାନଙ୍କୁ କଲେ ଅନୁରୋଧ lମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଯୋଗଦେବା ପାଇଁ ଯିବେ ହାଇଦ୍ରାବାଦ ।ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶିବାଦ ପାଇଁ ସେ ସର୍ବଦା ଋୁଣି ରହିବେ ବୋଲି କହିଲେ l

Leave A Reply

Your email address will not be published.