ଆଜି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

0 169

ଭୁବନେଶ୍ୱର,୧୩/୯(ଏସଏସ ନିଉଜ)ଆଜି ମୁମ୍ବାଇ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଓଡ଼ିଶା ଇନ୍‌ଭେ ଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ନବୀନ।ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିପାରନ୍ତି।ସନ୍ଧ୍ୟାରେ ମୁମ୍ବାଇ ରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.