ନୂଆଶାସନ ଗ୍ରାମରେ ହତ୍ୟାକାଣ୍ଡ!

0 203

ପିପିଲି,୧୩/୯(ଏସଏସ ନିଉଜ)ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମର ଦକ୍ଷୀଣ ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି lଏହି ଗ୍ରାମର ରାଜୀବ ଗାନ୍ଧୀସେବାକେନ୍ଦ୍ର ପିଣ୍ଡାରେ ଜଣେ ଯୁବକର ମୁଣ୍ଡ ଗଣ୍ଡି ଅଲଗା ଅବସ୍ତାରେ ମୃତଦେହ ପଡିଛି l ମୃତକଙ୍କ ନାମ ଲିକୁ ବେହେରା (୧୯) ଓ ଘର ନିକଟବର୍ତ୍ତୀ ଦୋଳବେଦି ସାହିରେ l ମୃତଦେହ ପଡ଼ିଥିବାର କିଛି ଲୋକେ ସନ୍ଧ୍ୟାରେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ l ପିପିଲି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l କେଉଁ କାରଣରୁ ଓ କିଏ ହତ୍ୟା କରିଛି ତାହା ଅଦ୍ୟାବଧି ଜଣାପଡିନାହିଁ।

Leave A Reply

Your email address will not be published.