ଏପ୍ରିଲ ୧୭ରେ ପିପିଲି ନିର୍ବାଚନ

0 279

ପିପିଲି,୧୬/୩(ଏସଏସନିୟୁଜ) ପିପିଲି ଉପନିର୍ବାଚନ ପାଇ ତାରିଖ ଘୋଷଣା ହୋଇଛି ।ଏପ୍ରିଲ ୧୭ରେ ହେବ ପିପିଲି ଉପନିର୍ବାଚନ । ଏଥିନେଇ
ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। ମାର୍ଚ୍ଚ ୩୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ୩୧ତାରିଖରେ ପାର୍ଥୀପତ୍ର ଯାଞ୍ଚ ହୋଇଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ବୋଲି ଜଣାପଡିଛି । ମେ’ ୨ ତାରିଖରେ ଭୋଟ ଗଣତି ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.