ଆରମ୍ଭ ହେଲା ପ୍ରେମ ସପ୍ତାହ

0 56

ଭୁବନେଶ୍ୱର,୭ା୨(ଏସଏସନିଉଜ) ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ ଓ୍ବିକ୍। ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ଯାଏ ପ୍ରେମୀଯୁଗଳମାନେ ଏହି ସପ୍ତାହକୁ ପାଳନ କରିବେ । ପ୍ରେମିଯୁଗଳମାନେ ପ୍ରଥମ ଦିବସକୁ ରୋଜଡେ’ ଭାବେ ପାଳନ କରିଥାନ୍ତି। ଏହାକୁ ପାଳନକରିବା ପଛରେ ରହିଛି ଏକ ଇତିହାସ। ମୋଗଲର ବେଗମଙ୍କୁ ଲାଲ ଗୋଲାପ ବହୁତ ପସନ୍ଦ ଥିଲା। ଆଉ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପତି ପ୍ରତିଦିନ ମହଲକୁ ଲାଲ ଗୋଲାପ ପଠାଇଥାନ୍ତି। ଆଉ ନିଜର ପ୍ରେମକୁ ଗୋଲାପ ମାଧ୍ୟମରେ ସେ ପ୍ରକାଶ କରିଥିଲେ। ଅନ୍ୟ ଏକ କାହାଣୀ ମଧ୍ୟ ରହିଛି ମହାରାଣୀ ଭିକ୍ଟୋରିଆଙ୍କ ସମୟରେ ଲୋକେ ନିଜର ପ୍ରେମକୁ ପ୍ରକାଶ ପାଇଁ ମଧ୍ୟ ଗୋଲାପ ଦେଉଥିଲେ। ମାନାଯାଏ କି ରାଣୀ ଭିକ୍ଟୋରିଆ ଏବଂ ରୋମନ ମଧ୍ୟ ନିଜର ପ୍ରେମକୁ ଗୋଲାପ ଦେଇ ଆରମ୍ଭ କରିଥିଲେ। ଏହିଭଳି ଅନେକ କାହାଣୀ ମଧ୍ୟ ରହିଛିାଗୋଲାପ ଅନେକ ରଙ୍ଗର ରହିଥିବାବେଳେ ପ୍ରେମ ଏବଂ ଇମୋସନ ସହଜଡିତ ଲୋକଙ୍କୁ ନାଲୀ ଗୋଲାପ ଦିଆଯାଏ। ହଳଦିଆ ଗୋଲାପଦେଇ ସାଙ୍ଗକୁ ନିଜର ଭଲପାଇବା ଜଣାଇପାରିବେ।ଟ୍ଟ

Leave A Reply

Your email address will not be published.