୯ ଘଣ୍ଟାପରେ ବୋରୱେଲରୁ ଉଦ୍ଧାରହେଲା ୨ବର୍ଷର ଶିଶୁ

0 57

ଭୁବନେଶ୍ୱର,୭ା୨(ଏସଏସନିଉଜ) ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କର ୯ ଘଣ୍ଟାର ପରିଶ୍ରମପରେ ବୋରୱେଲରୁ ଉଦ୍ଧାର ହୋଇଥିଲା ୨ବର୍ଷର ଶିଶୁାଏହିଭଳିଘଟଣା ଗୁଜୁରାଟଜାମନଗର ଜିଲ୍ଲାର ଲାଲପୁର ତାଲୁକା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଘଟିଥିଲା ।ବାପାବୋଉଙ୍କ ସହ ମଧ୍ୟପ୍ରଦେଶରୁ ଛୋଟ୨ବର୍ଷର ପୁଅରାଜୁକୁସାଙ୍ଗରେ ନେଇ ଲାଲପୁର ତାଲୁକା ଅଞ୍ଚଳକୁ ଆସି ଶ୍ରମିକଭାବେ କାମ କରୁଥିଲେ ।ସନ୍ଧ୍ୟା ସମୟରେ ପୁଅଟିଖେଳୁଥିବାବେଳେ ବୋରୱେଲରେ ପଡ଼ିଯାଇଥିଲା । ଖବରପାଇ ସ୍ଥାନୀୟ ପ୍ରସାଶନର ନିର୍ଦ୍ଦେଶକ୍ରମେ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଆସି ଦୀର୍ଘ ୯ ଘଣ୍ଟା ଧରି ଉଦ୍ଧାରକାର୍ୟ୍ୟ  ଜାରି ରଖି ସୁରକ୍ଷିତ ଭାବରେ ଶିଶୁଟିକୁ ବାହାରକୁ କାଢିଥିଲେ ।ଉଦ୍ଧାରପରେ ଜାମନଗର ସହରର ଜିଜି ହସ୍ପିଟାଲର ଶିଶୁ ବିଭାଗର ଆଇସିୟୁରେ ରହି ଶିଶୁଟି ଚିକିତ୍ସିତ ହେଉଛି।

Leave A Reply

Your email address will not be published.