ଘେରିଗଲେ କୁକୁର ,ମୁକୁଳି ପାରିଲାନି ନାବାଳିକା

0 67

ଭୁବନେଶ୍ୱର,୭ା୨(ଏସଏସନିଉଜ) ଗୁଜରାଟର ସୁରତରେ ଘଟିଛି ଏକ ଅଭାବନୀୟ ଘଟଣା ।ଏକ ସୁତା କଳରେ ଶ୍ରମିକ ଭାବେ କାମ କରୁଥିବା ବାପାମାଆ ଘରୁ ପଳାଇଯିବାପରେ ଘରେ ୪ ବର୍ଷୀୟା ନାବାଳିକାଝିଅଟି ରହିଯାଇଥିଲା ।ଠିକଏହିସମୟରେ ୮ରୁ ୧୦ ବୁଲା କୁକୁର ଘେରି ଯାଇ ଝିଅଟିକୁ କଲବଲ କଲୋ ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର କରୁଥିଲେ ମଧ୍ୟ ଝିଅଟିର କଥାକାହା ପାଖକୁ ୍ାଇପାରିନଥିଲା ଶେଷରେ ଝୁଣି ଝୁଣି ଝିଅଟିର ଜୀବନନେଇଯାଇଥିଲେ । ସନ୍ଧ୍ୟା ପରେ ବାପାମାଆ ଘରକୁ ଫେରି ଝିଅଟିକୁ ପାଖରେ ଥିବା ଏକ ଆଖୁ କିଆରିରୁ କ୍ଷତାକ୍ତହୋଇପଡିଥିବା ମୃତଦେହକୁ ଉଦ୍ଧାର କରିଥିଲେ ।କାଳେ ଜୀବନ ଅଛି ଭାବି ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ଡାକ୍ତରମୃତ୍ୟୁ ଘୋଷଣା କରିଥିଲେ ।

Leave A Reply

Your email address will not be published.