ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣୀ ଶେଷ

0 87

ଭୁବନେଶ୍ୱର,୬ା୨(ଏସଏସନିଉଜ) ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣୀ ଶେଷ ହୋଇଛି ।ସକାଳ ୭ଟା ରୁ ରାତି ୯ଟା ଯାଏଁ ବାଲି ବୋଝେଇ ଗାଡ଼ି ଯା ଆସ କରିପାରିବ ନାହିାଁମେସିନ୍ ଦ୍ଵାରା ବାଲି ଖନନ ପ୍ରକ୍ରିୟା ହୋଇପାରିବ ନାହିାଁବାଲିଘାଟ ନିୟମ ଖୁଲାପକାରୀଙ୍କ ବିରୁଦ୍ଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶାପ୍ରଦୂଷଣ ଓ ରାଜସ୍ବ ହାନି ରୋକିବା ନେଇ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ,ସେନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସରକାର ।ଏହି ନିୟମ ଆସନ୍ତା କାଲିଠାରୁ କଡାକଡି ପାଳନ ହେବା ନେଇ ନିର୍ଦ୍ଦେଶ ମଧ୍ୟଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.