ଆରପାରିରେ ‘ଶଲାବୁଢ଼ା’

0 327

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଜାତୀୟ ପୁରସ୍କାରପ୍ରାପ୍ତ ତଥା ‘ଶଲାବୁଢ଼ା’ର ମୁଖ୍ୟ ଚରିତ୍ର ଅଟଳ ବିହାରୀ ପଣ୍ଡାଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଥିବା ସୂଚନା ଦେଇଛନ୍ତି ତାଙ୍କର କନିଷ୍ଠ ପୁତ୍ର ଅରୁଣ ପଣ୍ଡା । ସେ ସେପ୍ଟସେମିଆ ରୋଗରେ ପୀଡ଼ିତ ହୋଇ ବୁର୍ଲା ବଡ଼ମେଡିକାଲରେ ଚିକିତ୍ସିତ ହେଉଥିଲେ ।କିଛିଦିନ ପୂର୍ବରୁ ତାଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିଲା । ଦେହ ଖରାପ ହେବାରୁ ୧୯ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ।।

Leave A Reply

Your email address will not be published.