ଆସିଲା କେନ୍ଦ୍ରର ଗାଇଡଲାଇନ୍

0 423

ଭୁବନେଶ୍ୱର,୨୮/୮(ଏସଏସନିୟୁଜ) ଆଗକୁ ଆସୁଛି ପାର୍ବଣ ଋତୁ ।ଏଥିପାଇଁ କରୋନା କଟକଣାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ପାର୍ବଣ ସମୟ ରେ ଗହଳିକୁ ଏଡ଼ାଇବା ସହ କଡ଼ାକଡ଼ି କଟକଣା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେପ୍ଟେମ୍ବର ୩୦ ତାରିଖ ଯାଏଁ କରୋନା କଟକଣାକୁ ବଢାଯାଇଛି ।ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଚିଠି ଲେଖିଛି । ଏହାସହ ପାର୍ବଣରେ ୫ ସୂତ୍ରୀ ନିୟମ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକା ଓ କୋଭିଡ କଟକଣା ଦିଗରେ ଗୁରୁତ୍ୱ ଦେବାକୁ ପାଳନ ପାଇଁ ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.