ଆସୁଛି ଆଉ ଏକ ଲଘୁଚାପ

0 138

ଭୁବନେଶ୍ୱର,୧୨/୮(ଏସ ଏସ ନିଉଜ)ପୁଣି ଆସୁଛି ଆଉ ଏକ ଲଘୁଚାପ।କାଲିଠୁ ଲଘୁଚାପ ପ୍ରଭାବରେ ପୁଣି ୫ ଦିନ ଲଗାଣ ବର୍ଷା ଅନୁମାନ କରାଯାଇଛି।୧୩ରୁ ୧୫ ପ୍ରବଳ ବର୍ଷା ସହ ୪୫-୫୫ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ଉପରମୁଣ୍ଡରେ ଏବଂ ତଳମୁଣ୍ଡରେ ବର୍ଷା ଲାଗିରହିଲେ ମହାନଦୀରେ ବନ୍ୟା ଆସିବାର ସମ୍ଭାବନା ଦେଖଦେଇଛି ।

Leave A Reply

Your email address will not be published.