ଆତଙ୍କ ସୃଷ୍ଟିକାରୀ ସିଆଳକୁ ମାରିଦେଲେ

0 144

ପଟ୍ଟାମୁଣ୍ଡାଇ,୨୮/୧୧(ଏସଏସନିଉଜ)ରାଜନଗର ଧାନଦିଆଗାଁରେ ସିଆଳ କାମୁଡ଼ାରେ ୬ଜଣ ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ , ୨ଜଣ ଆହତଙ୍କଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦ୍ରାପଡ଼ାକୁ ସ୍ଥାନାନ୍ତର କରାଯାଇଛି । ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ଆତଙ୍କ ସୃଷ୍ଟିକରିଥିବା ସିଆଳକୁ ପିଟିପିଟି ମାରିଦେଇଥିବାର ଜଣାପଡିଛି ।

 

Leave A Reply

Your email address will not be published.