ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେଭିଜିଲାନ୍ସ ରେଡ୍‌

0 212

ନୟାଗଡ଼, ୪/୧୨(ଏସଏସନିୟୁଜ) ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।ଓଡ଼ଗାଁ ଘର, ନୟାଗଡ଼ ସହରରେ ଥିବା ଘର, ବିରୁଡ଼ା ଗାଁରେ ଥିବା ପୈତୃକ ଘର,କାର୍ଯ୍ୟାଳୟ ସମେତ ଏକକାଳିନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଓ ୩ଟି ୩ ଚକିଆ ଗାଡ଼ି ଜବତ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.