ବାଲେଶ୍ୱର, ୩/୧୨(ଏସଏସନିୟୁଜ) ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ପୂର୍ତ୍ତ ବିଭାଗର ପିଅନ ପଦ୍ମନାଭ ସ୍ୱାଇଁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଲକ୍ଷେଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।ଏହାପରେ ସୋର ବାଗୁଡ଼ି ସ୍ଥିତ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ।

Prev Post