ଏଟିଏମରୁ ୨୦ ହଜାର ଟଙ୍କା ଲୁଟ

0 178

ସାକ୍ଷୀଗୋପାଳ,୧୮/(ଏସ ଏସ ନିଉଜ) ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ମଦନମୋହନ ମହଲ ତଳେ ସାକ୍ଷୀଗୋପାଳ ଗ୍ରାମ୍ୟ ବ୍ୟାଙ୍କ ଏଟିଏମରୁ ୨୦ ହଜାର ୪ଶହ ଟଙ୍କା ଲୁଟ ହୋଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।ଏଟିଏମ ଲୁଟେରା ନୂଆ ଢ଼ଙ୍ଗରେ ୫ଜଣଙ୍କ ଠାରୁ ୨୦ ହଜାର ୪ଶହ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.