ଗାଁରେ ପୋଲିସର ପଇଁତରା

0 243

ଭଞ୍ଜନଗର,୨୮/୧(ଏସ ଏସ ନିଉଜ)ପଂଚାୟତ ନିର୍ବାଚନ କୁ ନେଇ ଗାଁ ଗହଳିରେ ସରଗରମ ହେଲାଣି ରାଜନୀତି ।
ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ,ଅପରାଧୀ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଛି ପୋଲିସ ।ଭଂଜନଗର ଥାନା ପକ୍ଷରୁ ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ଥାନା ଚିହ୍ନଟ ହେବା ସହ , ଅସାମାଜିକ ଓ ଅପରାଧୀ ଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି ପୋଲିସ ।ଶୁକ୍ରବାର ଅପରାହ୍ନରେ ଗାଁ ଗାଁ ରେ ଆଗୁଆ ପ୍ରହରା ଆରମ୍ଭ୍ବ କରିିଛି ।ଅସମାଜିକତ୍ଵ କୁ ଦମନ କରିବା ସହ ଅପରାଧୀ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଛି ପୋଲିିସ।ଶୁକ୍ରବାର  ଅପରାହ୍ନରେ ଭଂଜନଗର ଥାନା ପୋଲିସ ଗାଁ ଗାଁ ରେ ଆଗୁଆ ପ୍ରହରା ଦେବା ସହ  ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ଅଞ୍ଚଳ ଚିହ୍ନଟ କରିିବା ସହ ଅସାମାଜିକ ଓ ଅପରାଧୀ ଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି । ଶୁକ୍ରବାର ସଂଧ୍ୟାରେ ଗାଙ୍ଗପୁର , ପାଇଲିପଡା , କେ. ନୂଆଗଡ ଗାଁ ରେ ପୋଲିସ ଫୋର୍ସ ଫ୍ଳାଗ୍ ମାର୍ଚ୍ଚ କରିଛନ୍ତି ।

Leave A Reply

Your email address will not be published.