ଅଟକିଲା ଭସାପୋଲ

0 253

କୃଷ୍ଣପ୍ରସାଦ,୮/୭(ଏସ ଏସ ନିଉଜ)ମଝି ଚିଲିକାରେ ଅଟକିଲା ଭସାପୋଲ ।ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ଚିଲିକାରେ ଅଟକିଲା।୧୫ ବାଇକ୍, ୪ଟି ୪ ଚକିଆ ଗାଡ଼ି ସହ ୫୦ରୁ ଊର୍ଦ୍ଧ୍ୱ ଲୋକ ଅଛନ୍ତି ।ଉଦ୍ଧାର ଉଦ୍ୟମ ଜାରି ରହିଥିବାର ଜଣାପଡିଛି ।

Leave A Reply

Your email address will not be published.