ଆଉ ଭୋକିଲା ରହିବେନି ବୁଲାଗାଈ,କୁକୁର

0 194

ଭୁବନେଶ୍ୱର୯/୫(ଏସଏସନିୟୁଜ) ଲକ୍ ଡାଉନ୍ରେ ଆଉ ଭୋକିଲା ରହିବେନି ବୁଲା ଗାଈ ଗୋରୁ କୁକୁର ।ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । କରୋନାପାଇଁ ଲକ ଡାଉନ ହୋଇଥିବାବେଳେ ବୁଲା ଗାଈ ଗୋରୁ କୁକୁରମାନେ ଖାଇବାକୁ ନେଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଥକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲାଗୋରୁଗାଇଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।

Leave A Reply

Your email address will not be published.