ଆଉ ୪ ମାସ ମାଗଣା ଚାଉଳ ମିଳିବ

0 166

ଭୁବନେଶ୍ୱର, ୧୧/୧୨(ଏସଏସନିୟୁଜ) କୋଭିଡ୍ ସ୍ଥିତିକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଖାଦ୍ୟ ନିରାପତ୍ତା ଯୋଜନାରେ ଆଉ ୪ ମାସ ଅତିରିକ୍ତ ଚାଉଳ ମୁଣ୍ଡପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ହିତାଧିକାରୀଙ୍କୁ ଦିଆଯିବ । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମାଗଣାରେ ଅତିରିକ୍ତ ଚାଉଳ ମିଳିବାସହ ୯ ଲକ୍ଷ ୧୫ ହଜାର ହିତାଧିକାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କରିଛନ୍ତି ।

 

Leave A Reply

Your email address will not be published.