ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

0 400

ଭୁବନେଶ୍ୱର,୧୧/୧୨(ଏସ ଏସ ନିଉଜ) ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ ୧.୮୪ ଲକ୍ଷ ଗ୍ରାମୀଣ ପିଏମଏୱାଇ ଘର ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀ ଅଞ୍ଚଳରେ ୧୩ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବାକୁ ଚିଠିରେ କୁହାଯାଇଛି । ୧୩ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ କେବିକେ ଅଞ୍ଚଳର ବୋଲି ଉଲେଖ ରହିଛି ।

Leave A Reply

Your email address will not be published.