ଅଗଷ୍ଟ ଅନ୍-ଲକ୍ ଗାଇଡଲାଇନ

0 370

 

🔰 ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରିରହିବ
🔰ଭୁବନେଶ୍ୱର, କଟକ, ପୁରୀ ସହରରେ ସପ୍ତାହନ୍ତ ସଟଡାଉନ୍ ରହିବ।
🔰ମଲ ଓ ପାର୍କ ଖୋଲିବାକୁ ମିଳିଲା ଅନୁମତି।
🔰ବର୍ତ୍ତମାନ ରାଜ୍ୟରେ ବନ୍ଦ ରହିବ ଧର୍ମାନୁଷ୍ଠାନ।ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ କରାଯାଇପାରିବ ନାହିଁ
🔰 ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍, ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲି ପାରିବ
🔰ସିନେମା ହଲ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ।
🔰ହଲ, ମଲ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ।
🔰ରାଜ୍ୟ ଭିତରେ ବସ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ନେବେ।
🔰ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ।
🔰ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ।
🔰ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ।
🔰ଅଗଷ୍ଟ ୧ ସକାଳ ୬ଟାରୁ ସେପ୍ଟେମ୍ବର ୧ ସକାଳ ୬ଟା ଯାଏ ଲାଗୁ ହେବ ନିୟମ।

Leave A Reply

Your email address will not be published.