ଭାଙ୍ଗିଲା କେନାଲ ବନ୍ଧ

0 216

ଧର୍ମଗଡ଼, ୩୧/୭(ଏସଏସନିୟୁଜ)ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ ଭାଙ୍ଗିବାସହ ଧର୍ମଗଡ଼ର କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ୧୦ ଫୁଟର ଘାଇ ହୋଇଛି ।ପ୍ରଥମଥରପାଇଁ ଜଳ ନିଷ୍କାସନ ବେଳେ ଏହି ଅଘଟଣ ଘଟିଛି । କେନାଲ ଭାଙ୍ଗିବା ଫଳରେ ଶହ ଶହ ଏକର ଧାନ ଜଳାର୍ଣ୍ଣବ ହବାସହ ବ୍ୟାପକ କ୍ଷତି ହେବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.