ଅଟୋକୁ ପିଟିଲା ଟ୍ରକ-୫ମୃତ

0 106

ରାୟଗଡ଼ା,୨୨ା୨(ଏସଏସନିଉଜ)ରାୟଗଡ଼ାରେ ବଡ଼ଧରଣର ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି। ଅଟୋକୁ ଧକ୍କା ଦେଇଛି ଟ୍ରକାଫଳରେ ୫ଜଣଙ୍କର ମୃତ୍ୟୁହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ରାୟଗଡ଼ା ନିକଟ କମରଡ଼ାଠାରେ ଘଟିଛି ଏହି ଦୁର୍ଘଟଣା। ମାମଝିଘରିଆଣିଙ୍କ ଦର୍ଶନସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଅଟୋରେ ଆନ୍ଧ୍ର କମରଡ଼ାରୁ ୮ଜଣ ରାୟଗଡ଼ା ଆସିଥିଲୋ

 

 

Leave A Reply

Your email address will not be published.