ଆୟତ ହେଲା ନିଆଁ

0 187

କୋଣାର୍କ, ୨୭/୧(ଏସଏସନିଉଜ) ଗତକାଲି ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଥିବା ନିଆଁ ଆୟତ ହୋଇଛି ।୧୪ ନମ୍ବର ଜୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା ।ଦିନରେ କିଛି ଯବକ ସେଠାରେ ଭୋଜି କରିଥିଲେ ।ସନ୍ଧ୍ୟାରେ ଅଚାନକ ନିଆଁ ଲାଗିଥିଲା ।ପରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବନବିଭାଗର କର୍ମଚାରୀ ନିଆଁକୁ ଆୟତ କରିଥିଲେ ।

Leave A Reply

Your email address will not be published.