ବନ୍ୟାସ୍ଥିତି ସମୀକ୍ଷାକଲେ ମନ୍ତ୍ରୀ

0 186

ଭୁବନେଶ୍ୱର,୨୩/୮(ଏସ ଏସ ନିଉଜ)ବନ୍ୟାସ୍ଥିତି ସମୀକ୍ଷାକଲେ ମନ୍ତ୍ରୀ ପ୍ରତାପଦେବ ।ଭୋଗରାଇ ରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ସମୀକ୍ଷା ପରେ ପରିସ୍ଥିତି ଉପରେ ନଜର ରଖିଥିବା କଥା କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.