ସ୍ତ୍ରୀକୁ ହତ୍ୟାପରେ ସ୍ୱାମୀର ଆତ୍ମହତ୍ୟା

0 177

ବଲାଙ୍ଗିର,୨୩/୮(ଏସ ଏସ ନିଉଜ) ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଛି।ସ୍ତ୍ରୀକୁ ହତ୍ୟା ପରେ ବେକରେ ରଶି ଲଗାଇ ସ୍ୱାମୀକରିଛି ଆତ୍ମହତ୍ୟା ।
ଚାଷ ଜମିରେ ଉଭୟଙ୍କ ମଧ୍ୟରେ ବଚସା ପରେ ଏହି ଅଘଟଣ ଘଟିଛି।ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

Leave A Reply

Your email address will not be published.