ରାହୁଲ ଦ୍ରାବଡଙ୍କୁ କରୋନା

0 164

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଦୀଳକୁ ବଡ଼ ଝଟକା ଲାଗିଛି।ହେଡ୍‌ କୋଚ୍‌ ରାହୁଲ ଦ୍ରାବଡଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି।
୨୭ ଅଗଷ୍ଟରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି।
ସେଥିପାଇଁ ଟିମ୍‌ ଇଣ୍ଡିଆ ଆଜି ୟୁଏଇ ଯିବେ।ହେଲେ ବର୍ତ୍ତମାନ ବିନା ଦ୍ରାବଡଙ୍କ ସହ ଟିମ୍‌ ଖେଳିବ ଏସିଆ କପ।

Leave A Reply

Your email address will not be published.