ମନ୍ତ୍ରୀମଣ୍ଡଳରୁ ବାଦପଡିଲେ ରୋହିତପୂଜାରୀ

0 148

ଭୁବନେଶ୍ୱର,୯।୬(ଏସଏସନିଉଜ)ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।ଏହି ବିଭାଗକୁ ଅତିରିକ୍ତ ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଦିଆଯାଇଛି।ଉଚ୍ଚ ଶିକ୍ଷା ବିଭାଗର ଖରାପ ପଦର୍ଶନ ଲାଗି ନବୀନ ଅସନ୍ତୁଷ୍ଟ ଥିବାର ଜଣାପଡିଛି ।ସେଥିଲାଗି ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ନବୀନ।୨୦୨୨ରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ରୋହିତ।

Leave A Reply

Your email address will not be published.