ଦୁର୍ଗନ୍ଧକୁ ନେଇ ହଟିଲା ଦ୍ବନ୍ଦ୍ବ

0 149

ଭୁବନେଶ୍ୱର,୯ା୬(ଏସଏସନିଉଜ)ବାହାନଗାରେ ଟ୍ରେନ ବଗିରୁ ବାହାରୁଥିବା ଦୁର୍ଗନ୍ଧକୁନେଇ ଉପୁଜୁଥିବା ଦ୍ୱନ୍ଦଜଣାପଡିଛି । ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ମୃତଦେହ ଥିବା ଅଭିଯୋଗ କରିଥିଲେ ସ୍ଥାନୀୟଲୋକାପ୍ରଶାସନର ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବଗିରୁ ଅଣ୍ଡା କଢା଼ଯାଇଛିା ଟ୍ରେନ୍ ବଗିରୁ ପାଖାପାଖି ୩ଟନ ପଚାସଢା ଅଣ୍ଡା ବାହାର କରାଯାଇଛି ।

Leave A Reply

Your email address will not be published.