ଭଙ୍ଗାଗଲା ବାହାନଗା ହାଇସ୍କୁଲଘର

0 165

ବାଲେଶ୍ବର,୯ା୬(ଏସଏସନିଉଜ) ଟ୍ରେନ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ବାହାନଗା ହାଇସ୍କୁଲ ଘର ଭଙ୍ଗାଯାଉଛି। ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ତହସିଲଦାର ଓ ପୁଲିସ ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲଘର। ଶବ ରହୁଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ଡରୁଥିଲେ । ଭୟ ଦୂରକରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ପ୍ରସାସନ ।ପୁର୍ବରୁ ଏବିଷୟରେ ଜିଲ୍ଲାପାଳ ଓ ଅଭିଭାବକଙ୍କ ମଧ୍ୟରେ ବୈଠକ ହୋଇଥିଲା ।

Leave A Reply

Your email address will not be published.