ବଡ଼ଭାଇକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ସାନଭାଇ ଜୀବନ

0 137

ବାଙ୍କୀ,୩।୯(ଏସଏସ ନିଉଜ)ବଡ଼ଭାଇକୁ ଉଦ୍ଧାର କରିବାକୁ ଯାଇ ସାନଭାଇ ମୃତୁବରଣ କରିଛି ଦେବୀ ଦ୍ବାରକୁ ବୁଲିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ନଦୀରେ ଗାଧୋଇବାବାବେଳେ ବୁଡ଼ି ଯାଇଥିଲେ ବଡ଼ଭାଇ।ଏହାଦେଖି ବଡ଼ଭାଇକୁ ଉଦ୍ଧାର କରିବାକୁ ପାଣିକୁ ଡେଇଁଥିଲେ ସାନଭାଇ।ଆଜିସକାଳୁ ସାନଭାଇ ଆକାଶ ରାଉତରାୟ ଙ୍କ ମୃତଦେହ ଉଦ୍ଧାର ହୋଇଛି।

 

Leave A Reply

Your email address will not be published.