ସ୍ୱାମୀପରେପରେ ଚାଲିିଗଲା ସ୍ତ୍ରୀ

0 141

ଖୋର୍ଦ୍ଧା,୩ା୯(ଏସଏସନିଉଜ)ସ୍ୱାମୀର ଆତ୍ମହତ୍ୟାପରେ ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ ହୋଇଛି ।ସଦରଥାନା ବଣିଆଟାଙ୍ଗିଗାଁରେ ଅଭାବନୀୟ ଘଟଣା ଘଟିଛି ।ସ୍ୱାମୀର ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ ଏଭଳି ଚରମ ପଦକ୍ଷେପ ନେିଥିବାର ଜଣାପଡିଛି ।ବିଦ୍ୟୁତସଂସ୍ପର୍ଶରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି କଣ ପାଇଁ ଉଭୟ ପତିପତ୍ନୀ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାମେଡିକାଲରେ ପତିପତ୍ନୀଙ୍କ ମୃତଦେହ ରହିଛି ।

Leave A Reply

Your email address will not be published.