ଝାମ୍ପିନେଲେ ୩ଲକ୍ଷ

0 125

ପୁରୀ,୩।୯(ଏସଏସନିଉଜ)ଗତକାଲି ପୁରୀ ତାଳବଣିଆ ଥାନା ମଧୁବନର ଜଣେ ମହିଳାଙ୍କ ହାତରୁ ୩ ଲକ୍ଷ ଟଙ୍କା ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ଝିଅବାହାଘର ପାଇଁ ଝଈଓରୁ ଟଙ୍କା ଉଠାଇଥିଲେ ବିଚିତ୍ରା।ଟଙ୍କା ନେଇ ଫେରୁଥିବାବେଳେ ବାଇକରେ ଦୁଇଜଣ ଆସି ଟଙ୍କା ନେଇ ପଳାଇଥିଲେ।ଯାହାର ଦୃଶ୍ୟ ଉଉଞଠରେ କଏଦ ହୋଇଛି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.