ହତ୍ୟାକରି ରାସ୍ତାକଡ଼ରେ ଫିଙ୍ଗିଦେଲେ

0 83

ବଡ଼ମ୍ବା,୩।୯(ଏସଏସନିଉଜ) ଯୁବକଙ୍କୁ ନିମ୍ନମ ହତ୍ୟାକରି ଫିଙ୍ଗିଦେଇଛନ୍ତି ଦୃବୃତ୍ତ ।ଏଭଳି ବିଭତ୍ସ ହତ୍ୟାକାଣ୍ଡ ବଡମ୍ବା ମାଣିଆବନ୍ଧ କଙ୍କଡାଯୋଡିର ମା ବାଉତିଙ୍କ ମନ୍ଦିରରେ ନିକଟସ୍ଥ ରାସ୍ତାକଡରେ ଦେଖିବାକୁ ମିଳିଛି।ମୃତଯୁବକ ହେଲେ ବଡ଼ମ୍ବାଥାନା ଜୋଡୁମୁଗାଁ ରାଘବ ବିଶ୍ଵାଳଙ୍କ ପୁଅ ସନ୍ତୋଷ ବୋଲି ଜଣାପଡ଼ିଛି।
ସନ୍ତୋଷବିଶ୍ଵାଳ ପେଶାରେ ଜଣେ ଡ୍ରାଇଭର ଥିଲେ।ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୁତ୍ତମାନେ ଏଭଳି ହତ୍ୟାକାଣ୍ଡ ଘଟାଇଥିବାର ସନ୍ଦେହ କରାଯାଉଛି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚିମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.