ବଦଳିଲେ ମୋଟୁ ଥାନା ଏସଆଇ

0 149

ମାଲକାନଗିରି,୪/୧୦(ଏସଏସନିୟୁଜ)ବଦଳିଲେ ଏସଆଇ । ଚୋରି ମାମଲାରେ ୨ ଅଭିଯୁକ୍ତଙ୍କୁ ମୋଟୁ ଥାନାରେ ୪ଦିନ ରଖି ଥାର୍ଡ ଡିଗ୍ରୀ ଦେବା ପଡିଲା ମହଙ୍ଗା ।ଶେଷରେ ଏସପି ମୋଟୁ ଥାନା ଏସଆଇ ସୋମନାଥ ଦଳବେହେରାଙ୍କୁ ବଦଳି କରିଛନ୍ତି ।ଦଳବେହେରା ଏବେ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ।

Leave A Reply

Your email address will not be published.